Odia Life Quote:1
ସମୟ ନ ହେବାର କାରଣ ଦର୍ଶାଇ
ନିଜ ଅସଫଳତାକୁ ଲୁଚେଇବାକୁ ଚେଷ୍ଟା କରନ୍ତୁ ନାହିଁ
କାରଣ
ଆପଣଙ୍କ ପାଇଁ ବି ଦିନ-ରାତି ୨୪ ଘଣ୍ଟା
ଆଉ ସଫଳ ଲୋକଙ୍କ ପାଇଁ ବି
Odia Life Quote:2
ମଣିଷ କହେ
ପଇସା ଥିଲେ ମୁଁ କିଛ କରିଥାନ୍ତି
ପଇସା ଥିଲେ ମୁଁ କିଛ କରିଥାନ୍ତି
ଆଉ ପଇସା କହେ
"ତୁ କିଛି କରିକି ଦେଖେଇଲେ ମୁଁ ଆସନ୍ତି"
"ତୁ କିଛି କରିକି ଦେଖେଇଲେ ମୁଁ ଆସନ୍ତି"
Odia Life Quote:3
ପ୍ରତେକ ରୁଟି ଦର୍ଶାଏ
ମଣିଷର ପେଟ ପୁରିଲା ମାତ୍ରେ ହିଁ
ସେ ତା'ର ଅଉକାତ ଭୁଲିଯାଏ
Odia Life Quote:4
ଜୀବନରେ ଝଡ଼-ତୋଫାନ ଆସିବା ନିହାତି ଜରୂରୀ
ତେବେ ଯାଇ ଜଣା ପଡିବ
କିଏ ଆପଣଙ୍କ ହାତ ଧରୁଛି
ଆଉ କିଏ ଆପଣଙ୍କୁ ଛାଡି ଚାଲି ଯାଉଛି
Odia Life Quote:5
ଅଜଣା ରାସ୍ତାରେ
କେବଳ ବୀରମାନେ ହିଁ ଚାଲନ୍ତି
କାୟରମାନେ ତ
ଚିନହା ରାସ୍ତାରେ ବି ଖଣ୍ଡା ଧରି ଚାଲନ୍ତି




