ODIA MOTIVATIONAL QUOTE:1
ବଡ ସ୍ୱପ୍ନ ଓ ବଡ ସଫଳତା
କଠିନ ପରିଶ୍ରମରୁ ହାସଲ ହୁଏ
ODIA MOTIVATIONAL QUOTE:2
ଜିତିବାର ମଜା ସେତେବେଳେ ଯାଇ ଆସିବ
ଯେତେବେଳେ ଆପଣଙ୍କୁ ଛାଡି
ସମସ୍ତେ ଆପଣଙ୍କ ହାରିବାର ଅପେକ୍ଷା କରିଥିବେ
ODIA MOTIVATIONAL QUOTE:3
ଯଦି ସଫଳତା ପାଇବା ପାଇଁ ଚାହୁଁଛ
ତେବେ ନିଜ ତିଆରି ରାସ୍ତାରେ ଚାଲ
ODIA MOTIVATIONAL QUOTE:4
ଅପେକ୍ଷା କର
କଷ୍ଟ ସହିବାର ଦିନ ସାରି ଆସିଲାଣି
ଆଜି ତମକୁ ଦେଖି ଯିଏ ହସୁଛି
ସିଏ କାଲି ତମକୁ ଚାହିଁ ରହିଥିବ