Life Quotes: ଯାହା ଆପଣଙ୍କ ଜୀବନ ବଦଳେଇ ପାରେ


Odia Life Quote:1

ଉଡିବା ଭଲ କଥା ଆପଣ ବି ଉଡ଼ନ୍ତୁ
ହେଲେ ସେତେ ପର୍ଯ୍ୟନ୍ତ,
ଯେଉଁଠୁ ପୃଥିବୀ ସଫା ଦେଖା ଯାଉଛି


Odia Life Quote:2

ଆଗରୁ ଲୋକ ମରୁଥିଲେ
ଆତ୍ମା ଘୁରିବୁଲୁଥିଲା
ଏବେ ଆତ୍ମା ହିଁ ମରିଗଲାଣି

ଲୋକେ ଘୁରିବୁଲୁଛନ୍ତି


Odia Life Quote:3

ମଣିଷ ଘର ବଦଳାଏ
ସାଙ୍ଗ ବଦଳାଏ
ସମ୍ପର୍କ ବଦଳାଏ
ତଥାପି କାହିଁକି ଦୁଃଖରେ ରହେ ???

କାହିଁକିନା ନିଜେ ବଦଳିନେ



Odia Life Quote:4

ଏହି ଜୀବନ WhatsAppର #Last Seen ଭଳି
ସମସ୍ତଙ୍କୁ ନିଜର ଲୁଚେଇବାର ଅଛି
ଆଉ ଅନ୍ୟଙ୍କୁ ଦେଖାଇବାର ଅଛି


Odia Life Quote:5

ଗର୍ଵ ମଦ ଭଳି ହୋଇଥାଏ 
ନିଜକୁ ଛାଡିକି ସମସ୍ତଙ୍କୁ ଜଣାଥାଏ

କି' ୟାକୁ ଚଢି ଯାଇଛି

Related Posts
Previous
« Prev Post
First

1 comments